ଓଡ଼ିଶା ମ୍ୟୁନିସିପାଲ କ୍ୟାଡରରେ ଯୋଗ ଦେଲେ ୧୨୫ ଜୁନିଅର ଆସିଷ୍ଟାଣ୍ଟ

ଭୁବନେଶ୍ବର : ରାଜ୍ୟ ଗୃହ ନିର୍ମାଣ ବିଭାଗ ଅଧିନସ୍ଥ ଓଡ଼ିଶା ମ୍ୟୁନିସିପାଲ କ୍ୟାଡରରେ ୧୨୫ ଜଣ ଜୁନିଅର ଆସିଷ୍ଟାଣ୍ଟ ଯୋଗ ଦେଇଛନ୍ତି। ଏହି ଉପଲକ୍ଷେ ଲୋକସଭା ଭବନଠାରେ ଅନୁଷ୍ଠିତ ଏକ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସରକାରଙ୍କ ବିକାଶମୂଳକ ସ୍କିମ୍ ଓ ଯୋଜନାଗୁଡ଼ିକର ମୁଖ୍ୟ ହିତାଧିକାରୀ ହେଉଛନ୍ତି, ଗରିବ ଓ ଦୁର୍ବଳ ବର୍ଗ। ଏଣୁ ଆମ … Continue reading ଓଡ଼ିଶା ମ୍ୟୁନିସିପାଲ କ୍ୟାଡରରେ ଯୋଗ ଦେଲେ ୧୨୫ ଜୁନିଅର ଆସିଷ୍ଟାଣ୍ଟ